Install App
khariar.news
This browser does not support the video element.
ନୂଆପଡା: ଖଡ଼ିଆଳ ବ୍ଲକ ବିଶ୍ରାମଗୃହରେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟିର ଜିଲ୍ଲାପାଳଙ୍କୁ ସାକ୍ଷାତ;ପ୍ରତିକ୍ରିୟା ରଖିଲେ ଆବାହକ ହିରାଲାଲ ମାଝୀ
Nuapada, Nuapada | Sep 5, 2025
ଖଡିଆଳ ସ୍ଥିତ ବ୍ଲକ ବିଶ୍ରାମଗାର ଠାରେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଆଜି ୪ ଟାରେ ସାକ୍ଷାତ କରିଥିଲେ । ବୈଠକରେ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏଥିରେ ଆଦିବାସୀଙ୍କ ଅଧିକାର ପ୍ରଦାନ ଉପରେ ବିଶଦ ଆଲୋଚନା ହୋଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!