This browser does not support the video element.
ତଲସରା: ଜାମପାଲି ନିକଟରେ ଅଜଣା ଗାଡ଼ି ଧକ୍କା ରେ ମୃତ ଯୁବକଙ୍କ ପରିଚୟ ମିଳିଲା
Talasara, Sundargarh | Aug 31, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବାଇପାସ୍ ଜାମପାଲି ନିକଟରେ ଅଜଣା ଗାଡ଼ି ଧକ୍କା ରେ ମୃତ୍ୟୁ ବରଣ କରିଥିବା ଯୁବକ ଙ୍କର ପରିଚୟ ମିଳିଛି।ଗତ ୨୮ ତାରିଖ ଦିନ ୧୧ ଟାରେ ଘଟିଥିବା ଏହି ଦୁର୍ଘଟଣା ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ ମୃତ ଯୁବକଙ୍କ ପରିଚୟ ମିଳିଛି। ପୋଲିସ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଅଛି।