Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ଗାୟତ୍ରୀ ପ୍ରଜ୍ଞା ପୀଠ ଠାରେ କନ୍ୟା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Baudh Sadar, Boudh (Bauda) | Sep 30, 2025
ମଙ୍ଗଳବାର ଦିନ ବୌଦ୍ଧ ଗାୟତ୍ରୀ ପ୍ରଜ୍ଞା ପୀଠ ଠାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ପବିତ୍ର ମହା ନବମୀ ଅବସରରେ କନ୍ୟା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ପୁରୁଷ ଓ ମହିଳା ମାନେ କୁମାରୀ କନ୍ୟା ମାନଙ୍କୁ ଦେବୀ ବେଶରେ ସଜାଇ ଚନ୍ଦନ, ତିଳକ ଲଗାଇ ପୂଜା କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗାୟତ୍ରୀ ପରିବାରର ସଦସ୍ୟ ମାନେ ଯୋଗ ଦେଇ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ |
Read More News
T & CPrivacy PolicyContact Us