Download Now Banner

This browser does not support the video element.

ଲାଞ୍ଜିଗଡ: ଲାଞ୍ଜିଗଡ ସାପ୍ତାହିକ ବଜାର ପଡିଆ ରେ ଦିନଦାୟଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ।

Lanjigarh, Kalahandi | Sep 25, 2025
ଲାଞ୍ଜିଗଡ଼ ବିଜେପି ପକ୍ଷରୁ ଲାଞ୍ଜିଗଡ ସାପ୍ତାହିକ ବଜାର ପଡିଆ ରେ ଲାଞ୍ଜିଗଡ ମଣ୍ଡଳ ଓ ବିଶ୍ଵନାଥ ପୁର ମଣ୍ଡଳ ର ମିଳିତ ଆନୁକୂଲ୍ୟରେ ଦିନଦୟାଲ ଉପାଧ୍ୟାୟ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମା ପାଇଁ ଗଛ ଟିଏ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ତୋପନ ସୁନାନୀ, ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ପ୍ରମୁଖ ଯୋଗଦେଇ ଥିଲେ
Read More News
T & CPrivacy PolicyContact Us