Download Now Banner

This browser does not support the video element.

ବୌଦ୍ଧ ସଦର: ରାଧାନଗର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ 59 ତମ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଦିବସ ପାଳିତ

Baudh Sadar, Boudh (Bauda) | Sep 8, 2025
ସୋମବାର ଦିନ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧା ନଗର କ୍ଲଷ୍ଟରର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ମଥୁରା ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟ କେଳାକଟାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି l କ୍ଲଷ୍ଟର ସ୍ତରରେ ରାଧାନଗର ଗ୍ରାମରେ ଏକ ରାଲି ହେବା ସହ ସଭା ଆୟୋଜନ ହୋଇଥିଲା l ଏଥିରେ ସି. ଆର. ସି. ସି.ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପିଲାମାନଙ୍କୁ ସବୁଦିନ ନିଶ୍ଚିତ ବିଦ୍ୟାଳୟକୁ ପଠାଇବା ପାଇଁ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଥିଲେ |
Read More News
T & CPrivacy PolicyContact Us