This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଗାନ୍ଧୀ ନଗର ମା ଗଜ ଲକ୍ଷ୍ମୀ ପୂଜା ମଣ୍ଡପ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଡାବୁଗାଁ ବିଧାୟକ
Nabarangapur PS, Nabarangpur | Oct 10, 2025
ଗାନ୍ଧୀ ନଗର ମା ଗଜ ଲକ୍ଷ୍ମୀ ପୂଜା ମଣ୍ଡପ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଡାବୁଗାଁ ବିଧାୟକ,ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହର ସ୍ଥିତ ଗାନ୍ଧୀ ନଗରରେ ମା ଗଜ ଲକ୍ଷ୍ମୀଙ୍କ ପୂଜା ଅତି ଆଡମ୍ବର ସହକାରେ ପାଳନ କରାଯାଉଛି, ଏହି ଅବସର ରେ କମିଟି ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା, ମଣ୍ଡେଇ ସାଂସ୍କୃତିକ କଳାପରିଷଦ ପକ୍ଷରୁ କିଛି ଭଜନ ସଙ୍ଗୀତ ଆଉ କିଛି ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା, ମଣ୍ଡେଇ ଡ୍ୟାନ୍ସ ଗ୍ରୁପ ର ନୃତ୍ୟ ସମସ୍ତଙ୍କର ମନୋରଞ୍ଜନ କରିଥିଲା