Download Now Banner

This browser does not support the video element.

କେନ୍ଦ୍ରାପଡା: ଜିଲାପାଳ ସମିଳନୀ କକ୍ଷରେ ସେବାପକ୍ଷ ପାଳନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ

Kendrapara, Kendrapara | Sep 11, 2025
ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ ଏକ ବୈଠକରେ ଆଲୋଚନା କରିଛନ୍ତି l ଏହି ବୈଠକରେ ପ୍ରତିନିଧି ଦଳରେ ବିଧାୟକ ଦୁର୍ଗାପ୍ରସନ ନାୟକ,ଜିଲ୍ଲା ବିଜେପି ସଭାପତି ଶାସଙ୍କ ଶେଖର ସେଠି ଅନ୍ୟଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରଘୁରାମ ଆର ଆୟର, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us