Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ସହରର ବିଭିନ୍ନ ପୁଜା ମଣ୍ଡପ ବୁଲିଲେ ବିଧାୟକ ରଘୁରାମ ମାଛ

Koraput Town, Koraput | Aug 28, 2025
କୋରାପୁଟ ସହରର ଗୌତମ ନଗର, ପୁଜାରୀପୁଟ ସହ ସହରର ବିଭିନ୍ନ ପୁଜା ମଣ୍ଡପ ବୁଲି ଦେଖିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। ପୁଜା କମିଟି ସହ ଆଲୋଚନା କରି କିଭଳି ଶାନ୍ତି ଶୃଙ୍ଖଳା ସହ ପୁଜା ଅନୁଷ୍ଠିତ ହେବ ସେନେଇ ଆଲୋଚନା କରିଥିଲେ କୋରାପୁଟ ବିଧାୟକ। ବିଭିନ୍ନ ମଣ୍ଡପରେ ଠାକୁର ଦର୍ଶନ କରିଛନ୍ତି କୋରାପୁଟ ବିଧାୟକ।
Read More News
T & CPrivacy PolicyContact Us