Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ବିଞ୍ଜଲି ଗାଁରେ ନିଆରା ଢଙ୍ଗରେ ସାମୁହିକ ଭାବେ ନୂଆ ଖାଇ ପାଳିଲେ ଗ୍ରାମବାସୀ

Nabarangapur PS, Nabarangpur | Aug 30, 2025
ବିଞ୍ଜଲି ଗାଁରେ ନିଆରା ଢଙ୍ଗରେ ସାମୁହିକ ଭାବେ ନୂଆ ଖାଇ ପାଳିଲେ ଗ୍ରାମବାସୀ ସରପଞ୍ଚ ଙ୍କ ନେତୃତ୍ୱରେ ରେ ବିଞ୍ଜିଲି ଗ୍ରାମବାସୀ ସମୂହ ଭାବେ ପାଳନ କଲେ, ନୂଆଖାଈ ପର୍ବ । ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ବିଞ୍ଜିଲି ପଞ୍ଚାୟତ ସଦର ଗ୍ରାମରେ ସରପଞ୍ଚ ତୁଳସୀ ରାମ ଭତ୍ରାଙ୍କ ନେତୃତ୍ୱରେ ରେ ଗ୍ରାମବାସୀ ସମସ୍ତେ ମିଶି ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନୂଆଖାଈ ପର୍ବ ପାଳନ କରିଛନ୍ତି । ନୂଆଖାଈ ପର୍ବ ସମୂହ ଗ୍ରାମବାସୀ ଏକତ୍ରିତ ହୋଇ ପାଳନ କରୁଥିବା ଯୋଗୁଁ ଗାଁରେ ଭାଇଚାରା ଓ ପରସ୍ପର ଭିତରେ ନିବିଡ଼ ସମ୍ପର୍କ ବଞ୍ଚିକି ରହିଥିବା ସରପଞ୍ଚ କହିଛନ୍ତି
Read More News
T & CPrivacy PolicyContact Us