This browser does not support the video element.
କଣ୍ଟାମାଳ: ବହିରା ଠାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Kantamal, Boudh (Bauda) | Aug 31, 2025
ରବିବାର ଦିନ ବୌଦ୍ଧ ବ୍ଲକ ବହିରା ଠାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି l କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ଶେଷ କୁମାର ମେହେର, ପୁରନ୍ଦର ବକ୍ସି, ବହିରା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପୟୋଧର ମହାକୁଡ, କୃଷକ ମୋର୍ଚ୍ଚା ସଭାପତି ରବିନ୍ଦ୍ର ଦେଓ, ସରପଞ୍ଚ ଯଯାତି କେଶରୀ ମହାଳିକ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |