This browser does not support the video element.
ଢେଙ୍କାନାଳ ସଦର: ଗଁଦିଆ ଷ୍ଟାଡିୟମ ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ,ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ପତାକା ଉତ୍ତୋଳନ କଲେ।
Dhenkanal Sadar, Dhenkanal | Aug 15, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଷ୍ଟାଡିୟମ ଠାରେ ଆଜି ତା ୧୫।୮ ରିଖ ସକାଳ ୯ ଘଣ୍ଟା ସମୟରେ ବ୍ଲକସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଛି। ମୂଖ୍ୟ ଅତିଥି ଭାବେ ଗଁଦିଆ ବ୍ଳକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗାଣ ମନ୍ତ୍ରୀଙ୍କ ଗଁଦିଆ ବ୍ଳକ ପ୍ରତିନିଧି ରତିକାନ୍ତ ସାହୁ, ଗଁଦିଆ ବିଡ଼ିଓ ପ୍ରଦୀପ କୁମାର ବେହେରା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ,ହରିହର ସାହୁ ଓ ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇଥିଲେ।ଯୋରନ୍ଦା ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ।