This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ନିର୍ବାଚନମଣ୍ଡଳୀ ରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଆଶୀର୍ବାଦ ନେଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ
Bhadrak Rural, Bhadrak | Aug 27, 2025
ପଲ୍ଲୀ ଠାରୁ ଦିଲ୍ଲୀ ଗାଁ ଠାରୁ ସହର ଅଗ୍ରପୂଜ୍ୟ ସିଦ୍ଧି ବିନାୟକ ପବିତ୍ର ଗଣେଶ ଚତୁର୍ଥୀ ପାଇଁ ଚଳଚଞ୍ଚଳ,ସବୁଠି ପୂଜା ପାଉଛନ୍ତି ବାବା ଗଣେଶ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ଅଗ୍ରପୂଜ୍ୟ ବାବା ଗଣେଶ ଦର୍ଶନ କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ଆପଣାର ମଣିଷଙ୍କୁ ପାଖରେ ପାଇବା ସୁଯୋଗ ଆଣି ଦେବା ସହିତ ସମ୍ପର୍କର ସୁତାଖିୟ କୁ ଆହୁରି ମଜବୁତ କରିଥାଏ ପୂଜା ମଣ୍ଡପର ଏକତା ବୋଲି ମତପ୍ରକାଶ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ,ଏହି ଖବର ଆଜି ରାତି 8 ଟାରେ ହସ୍ତଗତ ହୋଇଛି