Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ଗୋବର୍ଦ୍ଧନ ମଠ ରେ ଜଗତ ଗୁରୁ ସଂକ୍ରାଚାର୍ଯ୍ୟ ଙ୍କୁ ଭେଟି ଆଶ୍ରିବାଦ ନେଲେ କେନ୍ଦ୍ରାଞ୍ଚଳ ଡି ଆଇଜି ଡ଼ଃ ସତ୍ୟଜିତ ନାୟକ l
Puri M, Puri | Sep 3, 2025
ନୂତନ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଓଡିଶା ପୋଲିସ ବିଭାଗର କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ ସତ୍ୟଜିତ ନାୟକ ଆଇପିଏସ ଆଜି ଶ୍ରୀ ଶଙ୍କରାଚାର୍ୟ-ଗୋବର୍ଦ୍ଧନ ପୀଠ ରେ ଜଗଦଗୁରୁ ଶଙ୍କରାଚାର୍ୟ ପୂଜ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି l ଏହା ସହ ମଠର ଆଭ୍ୟନ୍ତରୀଣ ସହ ଗୁରୁଜୀ ମହାରାଜାଙ୍କ ସୁରକ୍ଷା ବିଷୟରେ ମଠର ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସମୀକ୍ଷା କରିଥିଲେ l ଆଜି ଦିନ 3 ସମୟରେ ଗୋବର୍ଦ୍ଧନ ମଠ ପକ୍ଷରୁ ସୂଚନା ଦିଆଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!