Download Now Banner

This browser does not support the video element.

ସୁନ୍ଦରଗଡ ସହର: ଧରୁଆ ଡିହି ଥାନା ବିରବିରା ନିକଟରେ ବାଇକ ଧକ୍କାରେ ଦୁଇ ଯୁବକ ଗୁରୁତର, ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ

Sundargarh Town, Sundargarh | Aug 28, 2025
ଆଜି ଅଗଷ୍ଟ 28 ତାରିଖ ଗୁରୁବାର ସକାଳ 9 ଟା ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ବିରବିରା ଗାଁ ଦାଣ୍ଡରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବିରବିରା ଗ୍ରାମର ସୁବାସ ପଟେଲ ଓ ଅନିଲ ପଟେଲ ଘର ନିକଟ ଦୋକାନକୁ ନୂଆଁଖାଇ ଉପଲକ୍ଷେ କିଛି ଜିନିଷ କିଣିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ସଲେପାଲି ପଟୁ ତଳସରା ଅଭିମୁଖେ ଦୃତଗତିରେ ଆସୁ ଥିବା ଏକ ବାଇକ୍ ସେମାନଙ୍କୁ ଜୋରରେ ଧକ୍କା ଦେଇଥିଲା।ଏହି ଧକ୍କାରେ ଉଭୟେ ସୁବାସ ପଟେଲ ଓ ଅନିଲ ପଟେଲ ଗୁରୁତର ଆହତ ହୋଇ ଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ
Read More News
T & CPrivacy PolicyContact Us