Download Now Banner

This browser does not support the video element.

ବୌଦ୍ଧ ସଦର: ମେଡିକାଲ୍ ଛକ ଠାରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

Baudh Sadar, Boudh (Bauda) | Sep 3, 2025
ବୁଧବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ମେଡିକାଲ୍ ଛକ ଠାରେ ପ୍ରଧାନ ମନ୍ତ୍ରୀଙ୍କ ମାଆଙ୍କୁ କଂଗ୍ରେସ ଦ୍ବାରା ଆଶାଳୀନ ମନ୍ତବ୍ୟ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ବିପ୍ର ଚରଣ ମହାନ୍ତି, ମନ ରଞ୍ଜନ ଦାଶ, ମହିଳା ମୋର୍ଚ୍ଚା ସଭାପତି ମୀନାରାଣୀ ମିଶ୍ର, ନଗର ମଣ୍ଡଳ ସଭାପତି ଗଜେ ଗଜେନ୍ଦ୍ର ସାହୁ ଓ ଅନ୍ୟ ମାନେ ସାମିଲ୍ ହୋଇଥିଲେ |
Read More News
T & CPrivacy PolicyContact Us