This browser does not support the video element.
ପାରଳାଖେମୁଣ୍ଡି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ ଦିନରେ ପହଞ୍ଚିଲା ରାଜସ୍ବ ଅମଲା ସଂଘର ଧାରଣା
Paralakhemundi, Gajapati | Aug 25, 2025
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ ଦିନରେ ପହଞ୍ଚିଲା ରାଜସ୍ବ ଅମଲା ସଂଘର ଧାରଣା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏଗାରଟା ବେଳେ ରାଜସ୍ବ ଅମଲା ସଂଘର ଧାରଣା ଚାଲୁ ରହିଛି। ଆଜକୁ ୧୫ ଦିନ ଧରି ସଂଘ ନିଜର ନାର୍ଯ୍ୟ ଦାବି ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ବେଳେ ଓଡ଼ିଶା ସରକାର ଏ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏପରିକି କାର୍ଯ୍ୟରେ ଯୋଗ ଦିଅ ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବୁ ବୋଲି ସରକାର ଚେତାବନୀ ଦେଇଛନ୍ତି। ଅନ୍ୟ ପଟେ ସଂଘ ନିଜର ଦାବି ପୁରଣ ନହେଲା ଯାଏଁ ଆମେ ଧାରଣାରୁ ଉଠିବୁନି ବୋଲି ସ୍ପ