This browser does not support the video element.
ମୋହନା: ଭୁବନେଶ୍ୱର ଖାଦ୍ୟ ସୁରକ୍ଷା ଆୟୋଗ ଙ୍କ ତିନିଜଣିଆ ଟିମ ଦିନିକିଆ ମୋହନା ବ୍ଲକ ପରିଦର୍ଶନ l
Mohana, Gajapati | Sep 3, 2025
ରାଜ୍ୟ ଖାଦ୍ୟ ଆୟୋଗ ଙ୍କ ତିନି ଜଣିଆ ଟିମ୍ ଆଜି ମୋହନା ବ୍ଲକ ଗସ୍ତ ରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ନେଇ ଆଜି ଦିନ ଦୁଇ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା l ପାରଳାଖେମୁଣ୍ଡି ରୁ କାର୍ ଯୋଗେ ଆସି ଟିମ୍ ସଦସ୍ୟ ମାନେ ପ୍ରଥମେ ଚନ୍ଦ୍ରଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ ର ମାନ ପରଖିଥିଲେ, ପରେ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାର୍ବଜନ