Download Now Banner

This browser does not support the video element.

ଅମ୍ବାଭୋନା: ଲଗାତାର ବର୍ଷା ଯୋଗୁଁ ମହାନଦୀକୂଲିଆ ଗାଁ ଚିଖିଲି ନିକଟରେ ମହାନଦୀରେ ବଢୁଛି ଜଳସ୍ତର

Ambabhona, Bargarh (Baragarh) | Sep 5, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାନଦୀକୂଲିଆ ଗାଁ ଚିଖିଲି, ଅନ୍ତରାଡି, ବଡମାଳ ଆଦି ଗ୍ରାମ ନିକଟସ୍ଥ ମହାନଦୀରେ ଆଜି 12 PM ପରେ ଜଳସ୍ତର ବଢୁଛି । ଲଗାତାର 2/3 ଦିନ ଧରି ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢୁଥିବାରୁ ଗାଁ ନିକଟକୁ ମଧ୍ଯ ବନ୍ଯା ଜଳ ଆସିବାର ଆଶଙ୍କା ରହୁଛି ।
Read More News
T & CPrivacy PolicyContact Us