This browser does not support the video element.
ନୂଆପଡା: ସିନାପାଲି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ସିନାପାଲି ବ୍ଲକ ଏକ୍ସକେଡ଼ର ଶିକ୍ଷକ ସଂଘ ଗଠିତ
Nuapada, Nuapada | Aug 31, 2025
ସିନାପାଲି ବ୍ଲକ ସ୍ତରୀୟ ଏକ୍ସକେଡ଼ର ଶିକ୍ଷକ ସଂଘର ନୂତନ କମିଟି ଆଜି ୨ ଟା ଯାଏଁ ଗଠନ କରାଯାଇଛି । ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ବରିଷ୍ଠ ଶିକ୍ଷକ ଲୋକନାଥ ମେହେରଙ୍କ ଅଧ୍ଯକ୍ଷତା କରିଥିଲେ । ସଭାପତି ଭାବରେ ତରୁଣ କୁମାର ମେହେର, ଉପସଭାପତି ଖଗେଶ୍ବର ମେହେର ଓ ଆଲୋକ ପାଣିଗ୍ରାହୀ, ସଂପାଦକ ବେଣୁଧର ନାଏକ, ସହସଂପାଦକ ଅର୍ଜୁନ ନାଏକ ଓ ସାମନ୍ତ ଦାସ ଏବଂ କୋଷାଧ୍ଯକ୍ଷ ଭାବରେ ଭୂତେଶ୍ବର ନାଏକଙ୍କୁ ମନୋନିତ କରାଯାଇଥିଲା।