Install App
jharsugudaupdate
This browser does not support the video element.
ଝାରସୁଗୁଡା: ଦେବାଡିହି ଝାରମୁଣ୍ଡା ଠାରେ ମୁକୁଳା ପଡ଼ିଥିବା ଡ୍ରେନ୍ ରେ ପଡ଼ି ଗାଈ ଆହତ । ଉଦ୍ଧାର କଲେ ସ୍ଥାନୀୟ ଲୋକେ
Jharsuguda, Jharsuguda | Jan 3, 2025
ଦେବାଡିହି ଝାରମୁଣ୍ଡା ଠାରେ ମୁକୁଳା ପଡ଼ିଥିବା ଡ୍ରେନ୍ ରେ ପଡ଼ି ଗାଈ ଆହତ । ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଝାରସୁଗୁଡ଼ା ଜିଲ୍ଲା ଦେବାଡିହି ଝାରମୁଣ୍ଡା ଠାରେ ଡ୍ରେନ୍ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ଡ୍ରେନ୍ ଟି ମୁକୁଳା ହୋଇପଡ଼ି ରହିଛି । ତେବେ ଆଜି ସକାଳ ୯ ଟା ସମୟରେ ସେହି ମୁକୁଳା ଡ୍ରେନରେ ଏକ ଗାଈ ପଡ଼ି ଫସି ରହିଥିବା ବେଳେ ଗାଈଟି ଆହାତ ହୋଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!