Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ପାଳସାହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ନ୍ୟାର୍ଜିକ ଦାବୀ ନେଇ ଧାରଣା ଦେଲେ ରାତ୍ର କାଳୀନ ଜଗୁଆଳୀ ଦେବ ପ୍ରସନ୍ନ ବିଶ୍ଵାଳ

Bhadrak Rural, Bhadrak | Sep 6, 2025
ନ୍ୟାର୍ଜିକ ଦାବୀ ନେଇ ଧାରଣା ଦେଲେ ରାତ୍ର କାଳୀନ ଜଗୁଆଳୀ। ତେବେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଳସାହିର ରାତ୍ର କାଳୀନ ଜଗୁଆଳି ଦେବ ପ୍ରସନ୍ନ ବିଶ୍ୱାଳ ନିଜର ନ୍ୟାର୍ଜିକ ଦାବୀ ନେଇ ଆଜି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେ ଏଥିରୁ ଓହରିବେ ନାହିଁ ବୋଲି କହିଛନ୍ତି ଜରୁରୀ କାଳୀନ ରାତ୍ର ଜଗୁଆଳ ଦେବ ପ୍ରସନ୍ନ ବିଶ୍ଵାଳ।
Read More News
T & CPrivacy PolicyContact Us