Download Now Banner

This browser does not support the video element.

ପଟ୍ଟାଙ୍ଗୀ: ପାର୍ବଣ ପୂର୍ବରୁ ନନ୍ଦପୁର ପୁଲିସର ସଦରମହକୁମା ଠାରେ ନାଇଟ୍ ପେଟ୍ରୋଲିଂ,ସାବାଡ଼ ହେବେ ଅସାମାଜିକ ବ୍ୟକ୍ତି

Pottangi, Koraput | Sep 13, 2025
ପାର୍ବଣକୁ ଦୃଷ୍ଟିରେ ରଖି ନନ୍ଦପୁର ଅଞ୍ଚଳରେ ପୋଲିସ ପକ୍ଷରୁ ନାଇଟ୍ ପେଟ୍ରୋଲିଂ ସକ୍ରିୟ କରାଯାଇଛି। ଏସଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ମାମତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ରାତି ୯ ଘଣ୍ଟା ସମୟରେ ନନ୍ଦପୁର ପୋଲିସର ଏକ ବିଶେଷ ପାଟ୍ରୋଲିଂ ଦଳ ରାତ୍ରି ସମୟରେ ସଡ଼କ, ବଜାର, ଜନଗହଳି ସ୍ଥାନ ତଥା ଗ୍ରାମ ଅଞ୍ଚଳରେ ପେଟ୍ରୋଲିଂ କରି ସ୍ଥାନୀୟ ଅଞ୍ଚଳର ଅସାମାଜିକ ତତ୍ତ୍ଵ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ବିଶେଷ କରି ବିଗତ ଦିନ ମାନଙ୍କରେ ବଢ଼ିଥିବା ଚୋରି ଡକାୟତି କଳାବଜାରୀ ସମୁହକୁ ଆୟତ୍ତ କରିବାକୁ ଲକ୍ଷ ରଖାଯାଇଛି।
Read More News
T & CPrivacy PolicyContact Us