Download Now Banner

This browser does not support the video element.

ଯାଜପୁର: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ରଗଡି ଓ ନୂଆଗଡ ଛକରେ ଚଢ଼ାଉ,440 ଲିଟର ଦେଶୀମଦ ସହିତ କାର ଓ ବାଇକ ଜବତ,ଦୁଇଜଣ ଗିରଫ

Jajapur, Jajpur | Sep 9, 2025
ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ରଗଡି ଓ ନୂଆଗଡ ଛକରେ ଚଢ଼ାଉ,440 ଲିଟର ଦେଶୀମଦ ସହିତ କାର ଓ ବାଇକ ଜବତ,ଦୁଇଜଣ ଗିରଫ,କୋର୍ଟ ଚାଲାଣ l ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୁ ପ୍ରସାଦ ସାହୁ କୋରେଇ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ l ଏହି ସମୟରେ ଦୁଇଜଣ ବ୍ୟକ୍ତି ଦେଶୀ ମଦ ବିକିବା ପାଇଁ କାର ଓ ବାଇକ ଗାଡ଼ିରେ ନେଇକି ଆସୁଥୁବାକୁ ଦେଖି ଗିରଫ କରିନେଇଥିଲେ l ଗିରଫ ବ୍ୟକ୍ତି ହେଲେ କୁଆଖିଆ ଥାନା ଅଞ୍ଚଳର ଅଜୟ ପ୍ରତିହାରୀ ଓ ରାଜେଶ ସ୍ୱାଇଁ, ବୋଲି ଜଣାପଡିଛି l
Read More News
T & CPrivacy PolicyContact Us