Download Now Banner

This browser does not support the video element.

କୋରାପୁଟ ସହର: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ପଞ୍ଜିକରଣ ସଚେତନ ରଥ ଶୁଭାରମ୍ଭ

Koraput Town, Koraput | Aug 1, 2025
କୋରାପୁଟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଚାଷ ୨୦୨୫-୨୬ ବର୍ଷ ପାଇଁ ଚାଷୀ ପଞ୍ଜିକରଣ ସଚେତନତା  ରଥର ଶୁଭାରମ୍ଭ ହୋଇଛି। କୋରାପୁଟ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭବାନୀ ଶଙ୍କର ପ୍ରସାଦ ମିଶ୍ରଙ୍କ ତତ୍ୱାଧାନରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ପ୍ରେମ ଲାଲ ହିଆଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ଆଜି ଅପରାହ୍ନ ୪ଟା ସମୟରେ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ସଚେତନତା ରଥ କୋରାପୁଟ ଉପଖଣ୍ଡର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ପରିଭ୍ରମଣ କରି ଚାଷୀ ମାନେ ଆସନ୍ତା ଖରିପ୍ ଧାନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ପାଇଁସଚେତନ ହେବେ
Read More News
T & CPrivacy PolicyContact Us