Install App
kantabanjikhabar
This browser does not support the video element.
କଣ୍ଟାବାଞ୍ଜି: ପ୍ରଫେଟ ମହମ୍ମଦଙ୍କ ୧୫୦୦ତମ ଜନ୍ମ ଦିବସ ପାଳନ ବିରାଟ ଶୋଭାଯାତ୍ରା ରେ ସାମିଲ ହେଳେ ପୂର୍ବତନ ବିଧାୟକ ଆୟୁବ ଖାଁ
Kantabanji, Balangir | Sep 5, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁସଲମାନ ସମାଜ ର ପକ୍ଷ ରୁ ପ୍ରଫେଟ ମହମ୍ମଦଙ୍କ ୧୫୦୦ତମ ଜନ୍ମ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆଶ୍ରମ ପଡ଼ା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ରୋଡ଼ ନମ୍ବର ୧ ରୁ ଦେଇ ରୋଡ ନମ୍ବର ୦୩ ଦେଇ ଗୋସିଆ ମସଜିଦ କୁ ପହଞ୍ଚି ଥିଲା । ଏହି ସଭା ଯାତ୍ରା ରେ ଶହ ଶହ ସଂଖ୍ୟା ରେ ମୁସଲମାନ ସମାଜ ସଦସ୍ୟ ମାନେ ସାମିଲ ହୋଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!