Install App
nuapdanewz
This browser does not support the video element.
ନୂଆପଡା: କୁରେଶ୍ଵର ନିକଟରେ ଏକ ଟ୍ରକରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ଵାରା ନିଆଁକୁ ଆୟତ୍ତ
Nuapada, Nuapada | Sep 28, 2025
ଆଜି କୋମନା ବ୍ଲକ କୁରେଶ୍ଵର ନିକଟରେ ଏକ ଟ୍ରକରେ ନିଆଁ ଲାଗି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଯାନ ବାହାନ ଅଟକି ରହିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!