Install App
newsjajpur9124
This browser does not support the video element.
ଯାଜପୁର: ଦଶରଥପୁର ବନ୍ୟାଞ୍ଚଳରେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗସ୍ତ,ସ୍ଥିତିକୁ ନେଇ ଗଣମାଧ୍ୟମ କୁ ଦେଲେ ସୂଚନା
Jajapur, Jajpur | Aug 26, 2025
ଦଶରଥପୁର ବନ୍ୟାଞ୍ଚଳରେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗସ୍ତ,ସ୍ଥିତିକୁ ନେଇ ଗଣମାଧ୍ୟମ କୁ ଦେଲେ ସୂଚନା l ଯାଜପୁରର ଦଶରଥପୁର ବ୍ଲକ୍ରେ ରାଜସ୍ବ ମନ୍ତ୍ରୀ ଘାଇ ଓ ବନ୍ୟାଞ୍ଚଳ ପରିଦର୍ଶନ କଲେ ସୁରେଶ ପୂଜାରୀ ବନ୍ୟାବିପନ୍ନଙ୍କ ସହିତ ଆଲୋଚନା କରି ଆଶ୍ବାସନା ଦେଲେ l ଏଥିସହିତ ବନ୍ଧ ମରାମତି ନାଁରେ ହଡ଼ପ ଅଭିଯୋଗର ତଦନ୍ତ ହେବ ବୋଲି ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ l
Share
Read More News
T & C
Privacy Policy
Contact Us
Your browser does not support JavaScript!