Download Now Banner

This browser does not support the video element.

ଓରିଏଣ୍ଟ: ଖଇରକୁନି ଆଞ୍ଚଳିକ ବିଦ୍ୟାଳୟରେ ଆଜି 'ବିଦ୍ୟା' ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Orient, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍‌ର କୁଡାଲୋଇ ଖଇରକୁନି ଅଞ୍ଚଳିକ ବିଦ୍ୟାଳୟରେ ଆଜି “ବିଦ୍ୟା” ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ଗୁରୁବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ଆଜକା ସଙ୍ଗଠନ ପରିଚାଳନାରେ ଏହି ପ୍ରକଳ୍ପକୁ କାର୍ଯ୍ୟାନ୍ବିତ କରାଯାଉଛି l ପ୍ରକଳ୍ପର ପ୍ରଧାନ ଉଦ୍ଦେଶ୍ୟ କୁଡାଲୋଇ ଓ ଲଖନପୁର ଅଞ୍ଚଳର କିଛି ସରକାରୀ ବିଦ୍ୟାଳୟରେ ଅତିରିକ୍ତ ଶିକ୍ଷକଙ୍କ ନିଯୁକ୍ତି ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷା ମାନକୁ ଉନ୍ନତ କରିବା l
Read More News
T & CPrivacy PolicyContact Us