Download Now Banner

This browser does not support the video element.

ହିଞ୍ଜିଳି: ସ୍ୱାୟତ୍ତ ସାଶନ ଦିବସରେ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌର ପରିଷଦ ମାନ୍ୟତା ଘୋଷଣା କଲେ ରାଜ୍ୟ ସରକାର

Hinjili, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଦୀର୍ଘ ଦିନ ଧରି ପୌର ପରିଷଦ ମାନ୍ୟତା ଦାବି ହେଇ ଆସୁଥିବା ବେଳେ ଆଜି ତାହା ପୂରଣ ହୋଇଛି. ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି. ରାଜ୍ୟରେ ୭ଟି ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌର ପରିଷଦ ମାନ୍ୟତା ମିଳିଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ର ପାଞ୍ଚଟି ପରିଷଦ ରହିଛି ସେଥିମଧ୍ୟରୁ କବିସୂର୍ଯ୍ୟନଗର କୁ ମଧ୍ୟ ସ୍ଥାନ ମିଳିଛି।
Read More News
T & CPrivacy PolicyContact Us