This browser does not support the video element.
ଧର୍ମଗଡ: ବେଲପଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Dharamgarh, Kalahandi | Aug 31, 2025
ଦୀର୍ଘ ୩୧ ବର୍ଷ ଧରି ଶିକ୍ଷୟତ୍ରୀ ଭାବେ ନିୟୋଜିତ ହେଇ ଜୁନାଗଡ଼ ଏବଂ କଲମପୁର ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିବା ପରେ ଆଜି ୩୧ ଅଗଷ୍ଟ ରବିବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି ବେଲପଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ସଞ୍ଜୁକ୍ତା ମୁଣ୍ଡ। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।