This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଆଗରେ ମଙ୍ଗଳବାର ୩ଟାରେ ସାର ନେବାକୁ ଲୋକଙ୍କ ଉତେଜନା
Kamakshyanagar, Dhenkanal | Sep 9, 2025
କାମାକ୍ଷାନଗର ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଆଗରେ ମଙ୍ଗଳବାର ୩ଟାରେ ସାର ନେବାକୁ ଲୋକଙ୍କ ଉତେଜନା ।ସରକାର ଲୋକଙ୍କୁ ସାର ଯୋଗାଣ କରୁଥିବା ବେଳେ ତାହା ସଠିକ ଭାବରେ ଆଉ ସଠିକ ସମୟରେ ଆସୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖା ଦେଇଛି ।କାମାକ୍ଷାନଗର ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଆଗରେ ମଙ୍ଗଳବାର ଶତାଧିକ ଚାଷୀ ସାର ନେବାକୁ ଆସିଥିବା ବେଳେ ଅବ୍ୟବସ୍ଥା ପାଇଁ ଉତେଜନା ଦେଖା ଦେଇଛି ।ସାର ଯେତିକି ଆସିଛି ଲୋକ ଅଧିକ ଆସିଛନ୍ତି ସାର ନେବାକୁ ଯାହାଫଳରେ ଉତେଜନା ଦେଖାଦେଇଛି ।