Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ତିହିଡି ସୟା ତଳବନ୍ଧ ଗ୍ରାମରେ 50 ଫୁଟ ଉଚ୍ଚ ପାଣି ଟାଙ୍କି ଉପରକୁ ଉଠିଗଲା ଷଣ୍ଢ,ଉଦ୍ଧାର ପାଇଁ ନାକେଦମ ପ୍ରାଣୀ ଚିକିତ୍ସା ଧିକାରୀ

Bhadrak Rural, Bhadrak | Aug 28, 2025
ତିହିଡି ବ୍ଲକ ସୟା ତଳବନ୍ଧ ଗାଁଆ ରେ ୫୦ ଫୁଟ ପାଣି ଟାଂକି ଉପରକୁ ଚଢିଗଲା ଷଣ୍ଢ, ୬ ଘଣ୍ଟା ହେବ ଉଦ୍ଧାର କାର୍ଯ୍ୟ ଜାରି,ଘଟଣା ସ୍ଥଳରେ ତିହିଡି ପ୍ରାଣୀ ଚିକିତ୍ସା ଅଧିକାରୀ ପହଁଚି ଉଦ୍ଧାର କାର୍ଯ୍ୟ ରେ ସାମିଲ ହୋଇଛନ୍ତି, ତେବେ ଷଣ୍ଡ ଟି ଏତେ ଉପରକୁ କିପରି ଗଲା ତାହା ଏବେ ଅସ୍ପଷ୍ଟ ରହିଛି, ଏହି ଖବର ଆଜି ସଂଧ୍ୟା 6 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us