Download Now Banner

This browser does not support the video element.

ନୟାଗଡ: ପଠାଣି ସାମନ୍ତ ଅଡିଟୋରିୟମରେ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Nayagarh, Nayagarh | Sep 5, 2025
ପଠାଣି ସାମନ୍ତ ଅଡିଟୋରିୟମରେ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଠାଣି ସାମନ୍ତ ଅଡିଟୋରିୟମରେ ଅବସରପ୍ରାପ୍ତ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଗୁରିଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଆଜିର କାର୍ଯ୍ୟକ୍ରମ ରେ ବିଧାୟକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହିଥିଲେ ତତ୍ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଏବଂ ଅଧ୍ୟକ୍ଷା, ଉପାଧ୍ୟକ୍ଷ ତଥା କାଉନସିଲର ବୃନ୍ଦ, ନୟା
Read More News
T & CPrivacy PolicyContact Us