This browser does not support the video element.
ସୁନ୍ଦରଗଡ ସହର: ପତ୍ରାପଡ଼ା ଚୋରି ଘଟଣାର ଚୋରର ରିକି କରୁଥିବା ଭିଡ଼ିଓ ହେଲା ଭାଇରାଲ
Sundargarh Town, Sundargarh | Sep 10, 2025
ଆଜି ସେପ୍ଟେମ୍ୱର 10 ତାରିଖ ବୁଧବାର ପୂର୍ବାହ୍ନ 11 ଟା ଠାରୁ ସନ୍ଧ୍ୟା 5 ଟା ମଧ୍ୟରେ ସର୍ବାଧିକ ଭାଇରାଲ୍ ହୋଇଛି ଏହି ଚୋରର ଫଟୋ ଓ ଚୋରି କରିବା ପାଇଁ ରକି କରୁଥିବାର ଭିଡ଼ିଓ। ଚୋରଟି ଅତି ଚତୁରତାର ସହିତ ଘରର ଅନୁପସ୍ଥିତି ଦେଖି ଚୋରି କରି ଫେରାର ମାରୁଥିବା ଜଣା ପଡ଼ିଛି। ତେବେ ଏହାର ଟାର୍ଗେଟରେ ସହର ବାସୀ ଥିବା ଜଣା ପଡ଼ିଛି। ସରକାରି ଚାକିରିଆ ପରିବାର ଅଧିକ ସତର୍କ ହେବା ନେଇ ସ୍ଥାନୀୟ ପୋଲିସ ନିବେଦନ କରିଛନ୍ତି। ଏପରିକି ସମ୍ପୃକ୍ତ ଚୋର ବିଷୟରେ ସୁରାକ ପାଇବା କ୍ଷଣି ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେବା ନେଇ ଅନୁରୋଧ କରିଛନ୍ତି ଟାଉନ ପୋଲିସ। ସୂଚନା ଥାଉକି ସମ୍ପୃକ୍ତ ଚୋର