Download Now Banner

This browser does not support the video element.

ବିଞ୍ଝାରପୁର: ଛନ୍ଦାମୁଣ୍ଡ ଗାଁରେ ପୂର୍ବଶତ୍ରୁତା ତଥା ଜମିଜମାକୁ କେନ୍ଦ୍ର କରି ଆକ୍ରମଣ, ଥାନାରେ ଅଭିଯୋଗ

Binjharpur, Jajpur | Jul 22, 2024
ପୂର୍ବ ଶତୃତା ତଥା ଜମିବାଡି ବିବାଦ କୁ କେନ୍ଦ୍ର କରି ଆକ୍ରମଣ ,୬ ଜଣ ଗୁରୁତର ହୋଇ ଡାକ୍ତର ଖାନା ରେ ଭର୍ତ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ହରିଶ ଚନ୍ଦ୍ର ସାହୁଙ୍କ ପରିବାର ଓ ଧୋଇ ଚରଣ ବେହେରାଙ୍କ ପରିବାରର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଉଭୟ ପକ୍ଷର ୬ ଜଣ ଆକ୍ରମଣର ଶିକାର ହୋଇ ଯାଜପୁର ଓ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ସୂଚନା ମୁତାବକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ହରିଶ ଚନ୍ଦ୍ର ସାହୁ ବାଡ ବୁଝୁ ଥିବା ବେଳେ ଧୋଇ ଚରଣ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
Read More News
T & CPrivacy PolicyContact Us