Download Now Banner

This browser does not support the video element.

ଝାରସୁଗୁଡା: କାର୍ଯ୍ୟ ରୁ ବାହାର ନକରିବା ପାଇଁ ବେଲପାହାଡ ପୌରପରିଷଦ ର ଇଓ ଙ୍କ ନିକଟରେ ଦାବି କଲେ ବ୍ୟାଟେରୀ ଗାଡି ଯୋଗେ ଅଳିଆ ସଫା କରୁଥିବା କର୍ମଚାରୀମାନେ

Jharsuguda, Jharsuguda | Sep 9, 2025
କାର୍ଯ୍ୟ ରୁ ବାହାର ନକରିବା ପାଇଁ ବେଲପାହାଡ ପୌରପରିଷଦ ର ଇଓ ଙ୍କ ନିକଟରେ ଦାବି କଲେ ବ୍ୟାଟେରୀ ଗାଡି ଯୋଗେ ଅଳିଆ ସଫା କରୁଥିବା କର୍ମଚାରୀ ମାନେ l ଆଜି ମଙ୍ଗଳବାର ଅପରାହ୍ନ ୧୨ ଟା ୩୦ ରୁ ୧ ଟା ମଧ୍ୟରେ ଏହି କର୍ମଚାରୀ ମାନେ ଏକତ୍ରିତ ହୋଇ ବେଲପାହାଡ ପୌର କାର୍ଯ୍ୟାଳୟ ପହଂଚି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ସାକ୍ଷାତ କରିଛନ୍ତି l ଏହି କର୍ମଚାରୀମାନେ ପ୍ରାୟ ୫ ବର୍ଷ ହେବ ବେଲପାହାଡ ପୌରପରିଷଦରେ ଅଳିଆ ଉଠା କାର୍ଯ୍ୟ କରୁଛନ୍ତି l ହେଲେ ଏବେ ତାଙ୍କୁ କାର୍ଯ୍ୟ ବନ୍ଦ କରିବା ପାଇଁ ନୋଟିସ ହେଇଛି l ଯାହାଫଳରେ ସେମାନେ କଣ କରିବେ କିଛି ବୁଝି ପାରୁ ନାହାନ୍ତି l
Read More News
T & CPrivacy PolicyContact Us