Download Now Banner

This browser does not support the video element.

ନର୍ଲା: ନର୍ଲା ନିର୍ବାଚନ ମଣ୍ଡଳୀ ସ୍ୱାଭିମାନ୍ ମଞ୍ଚ ପକ୍ଷରୁ ନର୍ଲା ଓ M.RAMPUR କୁ NAC ଦାବି ନେଇ CMଙ୍କ ଉଦ୍ଦେଶ୍ୟ ରେ BDOଙ୍କୁ ଦାବିପତ୍ର

Narala, Kalahandi | Aug 25, 2025
ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ' ର ସଭାପତି ଙ୍କ ନେତୃତ୍ୱ ରେ ନର୍ଲା ବିଧାୟିକା, ବ୍ଲକ୍ ଉପାଧ୍ୟକ୍ଷ ମିଶି ନର୍ଲା ଡାକ ବଙ୍ଗଳା ରୁ ଏକ ଶୋଭାଯାତ୍ରା ରେ ବାହାରି ନର୍ଲା ଓ ରାମ୍ ପୁର୍ କୁ N A C ଘୋଷଣା କରିବା ପାଇଁ ସ୍ଲୋଗାନ୍ ଦେଇ ନର୍ଲା ବ୍ଲକ୍ ଅଫିସ୍ କୁ ପହଞ୍ଚି ଥିଲେ। ସେଠାରେ ନର୍ଲା ବିଡିଓ ଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଆଜି ସୋମବାର ପୂର୍ବାହ୍ନ ଏଗାରଟା ସମୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିବା ସୁଚନା।
Read More News
T & CPrivacy PolicyContact Us