Download Now Banner

This browser does not support the video element.

ଅନୁଗୋଳ: ତଳମୁଳ ଗ୍ରାମରେ ନାଳରେ ବୁଡି ଭିନ୍ନକ୍ଷମ ନାବାଳିକାର ମୃତ୍ୟୁ

Anugul, Angul | Sep 4, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗ୍ରାମରେ ଜଣେ ଭିନ୍ନକ୍ଷମ ନାବାଳିକା ଗାଧୋଇବାକୁ ଯାଇ ନାଳ ରେ ବୁଡି ମୃତ୍ୟୁ ଘଟିଥିବା ଭଳି ଅଘଟଣ ଘଟିଛି। ମୃତ୍ୟୁ ଘଟିଥିବା ନାବାଳିକା ଜଣଙ୍କ ହେଲେ ତଳମୂଳ ଗ୍ରାମ ନଦୀଆ ସାହି ନିବାସୀ ସୁଜନ ବେହେରାଙ୍କ ୯ ବର୍ଷୀୟ ନାବାଳିକା ଶ୍ରାବଣୀ ବେହେରା । ସ୍କୁଲ ଯିବା ପାଇଁ ଆଜି ଶ୍ରାବଣୀ ଘର ପଛପାଖମାତୁଳୁଆ ନାଳରେ ଗାଧୋଇବା ବେଳେ ବୁଡି ଯାଇଥିଲେ। ଦିର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନମିଳିବାରୁ ଦମକଳବାହିନୀକୁ ସୂଚନା ଦେବାପରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ପାଣି ଭିତରୁ ନାବାଳିକାକୁ ଉଦ୍ଧାର କରି
Read More News
T & CPrivacy PolicyContact Us