Download Now Banner

This browser does not support the video element.

କାମାକ୍ଷାନଗର: ଗଣେଶ ପୂଜାରେ ଭୁବନରେ ଶ୍ରୀରାମ ମନ୍ଦିର ସଦୃଶ୍ୟ ତୋରଣ ପରିଦର୍ଶନ କଲେ ସାଂସଦ ରୁଦ୍ରନାରାୟଣ ପାଣି

Kamakshyanagar, Dhenkanal | Aug 27, 2025
ଭୁବନ ଗଣେଶ ପୂଜା ଅବସରରେ ବୁଧବାର ୯ଟାରେ ଶ୍ରୀରାମ ମନ୍ଦିର ତୋରଣ ପରିଦର୍ଶନ କଲେ ସାଂସଦ ରୁଦ୍ରନାରାୟଣ ପାଣି ।ଢେଙ୍କାନାଳ ଜିଲା ଭୁବନରେ ଚଳିତ ବର୍ଷ ଗଣେଶ ପୂଜା ଅବସରରେ ଅଯୋଧ୍ୟାର ରାମ ମନ୍ଦିର ସଦୃଶ ତୋରଣ ଅନୁଷ୍ଠିତ ହୋଇଛି ।ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ବୁଧବାର ଏହାକୁ ପରିଦର୍ଶନ କରିଥିଲେ ।
Read More News
T & CPrivacy PolicyContact Us