Download Now Banner

This browser does not support the video element.

ସୁନ୍ଦରଗଡ ସହର: ଫଗୁଆ ପଡ଼ା ନିକଟ ମୋଟେଲ ଇବ ଭେଲି ସମ୍ମୁଖରେ ବାଇକ ଦୁର୍ଘଟଣା, ବାଇକ ଆରୋହୀ ଗୁରୁତର

Sundargarh Town, Sundargarh | Sep 30, 2025
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ରାତି ପ୍ରାୟ 10: 50 ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଛି। OD - 16M - 7982 ନମ୍ବର ବିଶିଷ୍ଟ ବାଇକ ନିୟନ୍ତ୍ରଣ ହରାଇ ରୋଡ ଡିଭାଇଡର ପିଟି ହେବା ଫଳରେ ଚାଳକ ଗୁରୁତର ହୋଇଛନ୍ତି। ତେବେ କେତେକ ପଥଚାରୀଙ୍କ ନଜରକୁ ଏହି ଘଟଣା ଆସିବା ପରେ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ଗାଡ଼ି ରେଜିଷ୍ଟ୍ରେସନ ନମ୍ବର ରୁ ସଂପୃକ୍ତ ଗାଡ଼ି ମାଲିକଙ୍କ ଘର ସଦର ଥାନା ଅନ୍ତର୍ଗତ କନ୍ଦା ବାହାଲ ବୋଲି ଜଣା ପଡିଛି।
Read More News
T & CPrivacy PolicyContact Us