Download Now Banner

This browser does not support the video element.

ବଡଚଣା: ଦଶରଥପୁର ବ୍ଲକର ବନ୍ୟା ଲୋକଙ୍କ ବ୍ୟାପକ କ୍ଷକ୍ଷତି,ପ୍ରଶାସନର ଅବହେଳାକୁ ଦାୟୀ କରି ବର୍ଷିଲେ ବିଧାୟିକା

Badachana, Jajpur | Aug 25, 2025
ଦଶରଥପୁର ବ୍ଲକର ବନ୍ୟା ଲୋକଙ୍କ ବ୍ୟାପକ କ୍ଷକ୍ଷତି,ପ୍ରଶାସନର ଅବହେଳାକୁ ଦାୟୀ କରି ବର୍ଷିଲେ ବିଧାୟିକା ପ୍ରମିଳା ମଲ୍ଲିକ l ପ୍ରକାଶ ଯୋଗ୍ୟ କାଣୀ ନଦୀରେ ବନ୍ୟା ଯୋଗୁ ଦଶରଥପୁର ବ୍ଲକ କସପା ପଛପଡା ଠାରେ ଘାଇ ସୃଷ୍ଟି ହେଉଛି l ଏହି ଘାଇ ଫଳରେ ସମ୍ପୃକ୍ତ ଅଂଚଳରେ ବ୍ୟାପକ କ୍ଷକ୍ଷତି ହେଇଛି l ତେବେ ବନ୍ୟା ବିପନ୍ନକୁ କୌଣସି ସରକାରୀ ସୁବିଧା ଦିଆଯାଇନଥିବା ବିଂଝାରପୁର ବିଧାୟିକା ଶ୍ରୀମତୀ ମଲ୍ଲିଳ ଅଭିଯୋଗ କରିଛନ୍ତି l ଏଥିସହିତ ଜିଲ୍ଲା ପ୍ରଶାସନ ଉପରେ ବର୍ଷୀଛନ୍ତି l
Read More News
T & CPrivacy PolicyContact Us