Install App
sudhansusekhar.kanha.2016
This browser does not support the video element.
ମାଲକାନଗିରି: ପଡ଼ିଆ ଲ୍ୟାମ୍ପସ ରେ ୟୁରିଆ ସାରର ଅଭାବ ନେଇ ଲ୍ୟାମ୍ପ ସମ୍ମୁଖରେ ଆନ୍ଦୋଳନ କରି ପ୍ରତିକ୍ରିୟା ଦେଲେ ଚାଷୀ
Malkangiri, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦରରେ ଥିବା ଲ୍ୟାମ୍ପସ ସମ୍ମୁଖରେ ଆଜି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ଚାଷୀମାନେ ୟୁରିଆ ସାର ର ଅଭାବ ନେଇ ଆନ୍ଦୋଳନ କରିଛନ୍ତି। ତେବେ ମାତ୍ର ୫୦୦ ବସ୍ତା ସାର ଆସିଥିବା ବେଳେ ୩୦୦୦ ଚାଷୀ ସେଠାରେ ଏକତ୍ରିତ ହୋଇଛନ୍ତି। ତେଣୁ ସାର ଚାଷୀ ମାନଙ୍କୁ କିପରି ବଣ୍ଟନ କରାଯିବ ସେନେଇ ଜଣେ ଚାଷୀ ଆଜି ଦିନ ୧୨ଟା ସମୟରେ ପ୍ରତିକ୍ରିୟା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!