This browser does not support the video element.
କୋରାପୁଟ ସହର: କୋରାପୁଟ ସଦଭାବନା ସଭାଗୃହ ଠାରେ ଜୟପୁର ଆଇଟିଡିଏର ୭୦ତମ ପ୍ରକଳ୍ପସ୍ତରୀୟ କମିଟି ବୈଠକ ଅନୁଷ୍ଠିତ
Koraput Town, Koraput | Sep 13, 2025
କୋରାପୁଟ ସଦଭାବନା ସଭାଗୃହରେ ଜୟପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ୭୦ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ୨ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ ବିଧାୟକ ରୁପୂ ଭତ୍ରା, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ଯୋଗଦେଇଥିଲେ।