Download Now Banner

This browser does not support the video element.

ଝାରସୁଗୁଡା: ଗୋବିନ୍ଦ ପୁର ଟୋଲ ଗେଟ ନିକଟରେ ଗୋଚାଲାଣ କରୁଥିବା ସ୍କୋର୍ପିଓ ଧକ୍କାରେ ଜଣେ ଯୁବକ ମ୍ରୁତ

Jharsuguda, Jharsuguda | Sep 11, 2025
ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦ ପୁର ଟୋଲ ଗେଟ ନିକଟରେ ଗୋଚାଲାଣ କରୁଥିବା ସ୍କୋର୍ପିଓ ଧକ୍କା ରେ ଜଣେ ଯୁବକ ମୃତ l ମୃତ ଯୁବକ ଜଣକ କଦମଡ଼ିହି ଗ୍ରାମ ର ଅନିଲ କୁମାର ପଟେଲ ବୋଲି ଜଣାପଡିଛି l ଦୁର୍ଘଟଣାପରେ ଘଟଣା ସ୍ଥଳରେ ଉତ୍ତେଜନା ର ପରିସ୍ଥିତି ଦେଖାଦେଇଛି l ରେଙ୍ଗାଲି ପୋଲିସ ଘଟଣାସ୍ଥଳ କୁ ପହଂଚି ଲୋକଙ୍କୁ ବୁଝାସୁଝା କରିବାସହ ଅନିଲ ଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି l
Read More News
T & CPrivacy PolicyContact Us