Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆସନ୍ତାକାଲି 61ତମ ଦୀକ୍ଷାନ୍ତ ସମାରୋହ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ଅଗ୍ନିଶମ କେନ୍ଦ୍ର ରେ ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଡିଜି

Bhubaneswar M Corp, Khordha | Aug 22, 2025
ଆସନ୍ତା କାଲି ଅଗ୍ନିଶମ ବିଭାଗ ପକ୍ଷରୁ 61ତମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ | ଦୀର୍ଘ 10 ବର୍ଷ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ପାସିଂ ଆଉଟ ପରେଡ ଅନୁଷ୍ଠିତ ହେଉଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଯୋଗଦେବେ | 911 ଅଗ୍ନିଶମ କର୍ମଚାରି ପାସ ଆଉଟ କରିବେ | ଖାଲି ଥିବା ପୋଷ୍ଟ ଗୁଡିକରେ ଏମାନଙ୍କୁ ମୁତୟନ କରାଜୀବ | ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ସମସ୍ତଙ୍କୁ ଟ୍ରେନିଂ ଦିଆଯାଇଛି | ଓଡିଶା ଅଗ୍ନିଶମ ବାହିନୀ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି | ଆଗକୁ ଓଡିଶା ଅଗ୍ନିଶମ ବାହିନୀ ତାର କୌଶଳ ଦେଖାଇବ |
Read More News
T & CPrivacy PolicyContact Us