Download Now Banner

This browser does not support the video element.

ଚାନ୍ଦବାଲି: ଚାନ୍ଦବାଲି ପୋଲିସ ପକ୍ଷରୁ ମତୋରେ ୨ ବାଇକ ଲୁଟେରାଙ୍କୁ ଗିରଫ ସହ କୋର୍ଟ ଚାଲାଣ

Chandabali, Bhadrak | Apr 12, 2024
ଚାନ୍ଦବାଲି ଅଞ୍ଚଳରୁ ଚଳିତ ମାସ ୧୦ ତାରିଖରେ ଏକ ବାଇକ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା ବେଳେ ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ମଧ୍ୟାହ୍ନରେ ଦୁଇ ଲୁଟେରାଙ୍କୁ କାବୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ନୂଆଗାଁ ଯନ୍ତୁଆଲି ଗାଁର ସଂଜୟ ଜେନା ଓ ମତୋ ପାଟଣା ସାହିର ସୋରଜ କୁମାର ସୂତାର।
Read More News
T & CPrivacy PolicyContact Us