Download Now Banner

This browser does not support the video element.

କେନ୍ଦୁଝର ସଦର: ଶୁକ୍ରାସାହିରେ ଫାଇନାନ୍ସ କର୍ମଚାରୀ ଙ୍କୁ ଗାଡି ଚଢାଇ ହତ୍ୟା ଘଟଣା ସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍ ,ଜଣେ ଅଟକ

Kendujhar Sadar, Kendujhar | Jan 7, 2025
ନୟାକୋଟ ଥାନା ଶୂକ୍ରା ସାହି ରେ ଘଟିଛି ଅଭାବନୀୟ ଘଟଣା। ଗତ କାଲି ଗ୍ରାହକ ଙ୍କ ଘର କୁ ବାଇକ ଲୋନ ର ବକେୟା କିସ୍ତି ଅର୍ଥ ଆଦାୟ ପାଇଁ ଯାଇଥିବା ବେଳେ ଉତ୍ତ୍ୟକ୍ତ ହୋଇ ପାଇନାନ୍ସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି, ମୃତକ ସଦର ଥାନା ବନେଇକଳା ଗାଁ ର ବୁବୁ ମହାନ୍ତ ବୋଲି ଜଣା ପଡିଛି। ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ୪ ଟା ପର୍ଯ୍ୟନ୍ତ ତଦନ୍ତ କରି ଜଣକୁ ଅଟକ ରଖିଛି ସୂଚନା ଅନୁସାରେ ନୟାକୋଟ ଥାନା ସୁକ୍ରା ସାହି ର ରାମ ସିଂ ମୁଣ୍ଡା ଏକ ଫୁଲସର୍ ବାଇକ୍ ବଜାଜ୍ ଫାଇନାନ୍ସ ରୁ
Read More News
T & CPrivacy PolicyContact Us