This browser does not support the video element.
କୋରାପୁଟ ସହର: ଜାତୀୟ ରାଜପଥ ଉପରେ କାର ଛାଡ଼ି ଚାଲିଗଲେ ହୋଇଗଲା ଟ୍ରାଫିକ ଜାମ,ପୋଲିସ ନାକେଦମ୍
Koraput Town, Koraput | Sep 8, 2025
କୋରାପୁଟ ୨୬ ନଂ ଜାତୀୟ ରାଜପଥ ବନଭାରତୀ ଛକରେ ଜଣେ କାର ଚାଳକ ଗାଡ଼ି ଛାଡ଼ି ଚାଲିଯିବାରୁ ଦୁଇ ଘଣ୍ଟା ଧରି ରାସ୍ତା ଜାମ୍। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାରମ୍ବାର ଫୋନ କରିଥିଲେ ମଧ୍ୟ ଉଠାଇ ନଥିଲେ। ଦୀର୍ଘ ଦୁଇ ଘଣ୍ଟା ପରେ ଗାଡ଼ି ଚାଳକ ଆସିବାରୁ ଗାଡ଼ି ସହ ଚାଳକକୁ ପୋଲିସ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ଟାଉନ୍ ଥାନାକୁ ନେଇଥିବା ଜଣାପଡିଛି।