Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବିପଦ ସଙ୍କେତ ଉପରେ ବୈତରଣୀ , ସ୍ଥିତି ସୁଧୁରୁଚି,ବନ୍ଧ ଉପରେ ବିପଦ ନାହିଁ କହିଲେ ଭଦ୍ରକ ଜିଲ୍ଲାପାଳ

Bhadrak Rural, Bhadrak | Aug 24, 2025
ଉପରମୁଣ୍ଡ ରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ର ଜଳ ସ୍ଥର୍ ବଢ଼ିଛି । ଭଦ୍ରକ ଜିଲ୍ଲା ରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ,ବୈତରଣୀ ନଦୀ ର ଭଣ୍ଡାରିପୋଖରୀ ବ୍ଲକ ର କଣ୍ଟି ଘାଇ , ଧାମନଗର ବ୍ଲକ ର ଗୌରାଙ୍ଗ ପୁର ଓ ମଲ୍ଲି ମାହାର ଦେଇ ବନ୍ୟା ଜଳ ବାହାରିଥିଲେ ମଧ୍ୟ ଜନ ବସତି କୁ ପ୍ରଭାବିତ କରି ନାହିଁ ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି, ଏହି ଖବର ଆଜି ସଂଧ୍ୟା 5 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us