Download Now Banner

This browser does not support the video element.

ଝାରସୁଗୁଡା: ଭଅଁରଖୋଲ ଗ୍ରାମପଂଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମରେ ୬୮ ତମ ବିରାଟ ପର୍ବ ଅନୁଷ୍ଠିତ

Jharsuguda, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ଗ୍ରାମପଂଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମରେ ୬୮ ତମ ବିରାଟ ପର୍ବ ଅନୁଷ୍ଠିତ l ଏହିଅବସରରେ ଆଜି ଗ୍ରାମର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ରାଧାକୃଷ୍ଣ, ପଞ୍ଚୁପଣ୍ଡବ ଏବଂ ବିରାଟ ରାଜାଙ୍କୁ ପୂଜାର୍ଚ୍ଚନା କରାଯାଇଛି l ସମସ୍ତ ଜୀବଜତର ମଙ୍ଗଳ କାମନା କରାଯାଇଥିବାବେଳେ ଗାଈ ଗୋରୁ ଙ୍କୁ ରୋଗବ୍ୟାଧି ରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରାଯାଇଛି l ଆଜି ଅନୁଷ୍ଠିତ ହୋଇଥିବା ଏହି ପର୍ବରେ ପଣ୍ଡିତ ଶିବ ନାରାୟଣ ନାଏକ ପୂଜାର୍ଚନା କରିଥିବାବେଳେ ଜଗଦୀଶ ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଲାଇଛନ୍ତି l
Read More News
T & CPrivacy PolicyContact Us